Author: Purva Paksha

ଜଣେ ପୂର୍ବତନ ରୁଷ ସୈନିକ ଭ୍ଲାଦିମିର ପୁଟିନଙ୍କ ସେନା ମଧ୍ୟରେ ଯୁଦ୍ଧ ଅପରାଧ ଏବଂ ନିର୍ମମ ଦୁର୍ବ୍ୟବହାର ନେଇ ଗମ୍ଭୀର ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ଋଷ ସେନାରେ ନରଭକ୍ଷୀ ଅଛନ୍ତି । ନିର୍ଯାତନା ସହ ତୁରନ୍ତ ମୃତ୍ୟୁଦଣ୍ଡ ଦେବା ଭଳି ଅପରାଧ ହେଉଛି । ୩୪ ବର୍ଷୀୟ ପୂର୍ବତନ ଋଷୀୟ ସୈନିକ ଇଲ୍ୟା ଏଲୋଖିନ ଏଭଳି ଅଭିଯୋଗ କରିଛନ୍ତି । ସେ ୟୁକ୍ରେନର ଅଧିକୃତ ଡୋନେଟସ୍କ ଅଞ୍ଚଳରେ ରୁଷର ୭୧୪୪୩ ୟୁନିଟ ସହିତ ଜଣେ ସାମରିକ କ୍ଲର୍କ ଭାବେ କାର୍ଯ୍ୟ କରୁଥିଲେ। ଆର୍ମେନିଆରେ ଏବେ ଶରଣ ନେଇଥିବା ଇଲ୍ୟା ତଥାକଥିତ “ସୋମାଲି ବାଟାଲିୟନ”ରେ ବିତାଇଥିବା ସମୟ ଏବଂ ମୃତମାନଙ୍କର ତାଲିକା ତିଆରିରେ ତାଙ୍କର ଭାଗୀଦାରୀ ବିଷୟରେ ଗମ୍ଭୀର ବିବରଣୀ ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ ସେନାରେ ଥିବାବେଳେ ସେ ମୃତଦେହର ଫଟୋ ଉଠାଇବା, ସେମାନଙ୍କର ଆଘାତର ଦସ୍ତାବିଜ କରିବା ଏବଂ ପରିଚୟ ଟ୍ୟାଗ ସଂଗ୍ରହ କରିବା ଭଳି…

Read More