Author: Purva Paksha

ଜଣେ ପାଦ୍ରୀଙ୍କ ପାଖରେ ସବୁକିଛି ଥିଲା – ଆଭିଜାତ୍ୟ ଶ୍ରେଣୀର ପ୍ରେମିକା ,ସମ୍ପଦା ଓ ସମାଜରେ ଦବଦବା। ତାଙ୍କର ଜଣେ ବିବାହିତା ଓ ସୁନ୍ଦରୀ ପ୍ରେମିକା ଥିଲେ, ଯିଏ ତାଙ୍କ ଇଶାରାରେ ନିଜକୁ ସମର୍ପି ଦେଉଥିଲେ । ବ୍ରହ୍ମଚାରୀର ଜୀବନ ବିତାଉଥିବା ଅଭିନୟ ଭିତରେ ପାଦ୍ରୀ ବିବାହିତା ପ୍ରେମିକା ସହିତ ଯୌନ ସୁଖର ଆନନ୍ଦ ନେଉଥିଲା । ଅପାର ଧନ ସମ୍ପଦ , ଯାହାକୁ ସେ ଧର୍ମର ନାଁରେ ଲୋକଙ୍କୁ ଭୟଭୀତ କରି ଆଦାୟ କରୁଥିଲେ। ସହରର ଲୋକଙ୍କ ଉପରେ ଥିଲା ତାଙ୍କର ଜବରଦସ୍ତ ପ୍ରାଧାନ୍ୟ। ତାଙ୍କ ବିରୋଧରେ ପାଟି ଖୋଲିବାର ସାହସ କାହାର ନ ଥିଲା । କେବଳ ଧାର୍ମିକ ନୁହେଁ, ରାଜନୈତିକ ଶକ୍ତି ମଧ୍ୟ ତାଙ୍କ ଆଗରେ ନତମସ୍ତକ ଥିଲା । କିନ୍ତୁ, ଦିନେ ସେହି ପାଦ୍ରୀଙ୍କ ହତ୍ୟା ହେଲା ଓ ସଡ଼କ ମଝିରେ ତାଙ୍କର ରକ୍ତାତ ଶରିର ମିଳିଥିଲା । କେହି ଛୁରୀରେ ଗଳା କାଟି ତାଙ୍କ…

Read More