Author: Purva Paksha

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ୧୧ବର୍ଷ ତୃତୀୟ ପାଳିର ସରକାରକୁ ଏକ ବର୍ଷ ପୂରୁଛି। ଜୁନ୍‍ ୯, ୨୦୨୪ରେ ଅର୍ଥାତ୍‍ ଠିକ୍‍ ବର୍ଷକ ତଳେ ନରେନ୍ଦ୍ର ମୋଦୀ ସରକାର ଗଠନ ପାଇଁ ଏକ ଭବ୍ୟ ସମାବେଶରେ ଶପଥ ନେଇଥିଲେ। ଲଗାତାର ତୃତୀୟ ଥର ପାଇଁ ଜଣଙ୍କ ନେତୃତ୍ୱକୁ ଦେଶ ସମର୍ଥନ କରିବା ଆଦୌ ଛୋଟିଆ କଥା ନୁହେଁ। କିନ୍ତୁ ଏହି ସରକାର ଗଠନରେ ଓଡ଼ିଶାର ଅନେକ ଅବଦାନ ରହିଛି। ତାହାକୁ ଦେଶର ରାଜନୀତିକ ପଣ୍ଡିତ ଓ ସ୍ୱୟଂ ମୋଦୀ କେବେ ଭୁଲିପାରିବେ ନାହିଁ। କାରଣ ଯେଉଁ ରାଜ୍ୟରେ ଦୁଇ ଅଙ୍କ ସଂଖ୍ୟା ଛୁଇଁବା ବିଜେପି ପାଇଁ କାଠିକର ପାଠ ଥିଲା, ସେହି ରାଜ୍ୟର ୨୧ରୁ ୨୦ ଆସନରେ ବିଜେପି ପ୍ରତିନିଧିଙ୍କୁ ରାଜ୍ୟବାସୀ ଲୋକସଭାକୁ ପଠାଇଛନ୍ତି। ଫଳରେ ସଂଖ୍ୟା ଖେଳରେ ମୋଦୀଙ୍କୁ ଅନେକ ଆଶ୍ୱସ୍ତି ମିଳିପାରିଛି। ଏହି ଅନୁସାରେ ଓଡ଼ିଶାକୁ ମଧ୍ୟ ମୋଦୀ ଯଥେଷ୍ଟ ସୁଯୋଗ ସରକାରରେ ଦେବାକୁ ଭୁଲି ନାହାନ୍ତି।…

Read More