Author: Purva Paksha

ଯେକୌଣସି ଋତୁ ହେଉ ଏକ ସାଧାରଣ ଫଳ ହେଉଛି କାକୁଡି । ସବୁ ଋତୁରେ ଆମେ କାକୁଡି ଖାଇଥାଉ । କିଛି ତରକାରୀ ନ ରହିଲେ ବି ଅନେକ ଲୋକ ସାଧାରଣରେ ଭାତ ରୁଟି ସହ ଖଣ୍ଡେ କାକୁଡି ଖାଇବାକୁ ସୁବିଧା ମନେ କରନ୍ତି ।  କିନ୍ତୁ ଆପଣ ଜାଣନ୍ତି କି ? କାକୁଡ଼ି ସହିତ ଭୁଲ ଖାଦ୍ୟକୁ ଖାଇଲେ ପାଚନ ସମସ୍ୟା, ଗ୍ୟାସ ଏବଂ ପୁଷ୍ଟିହାର ହ୍ରାସ କରିପାରେ । ଆସନ୍ତୁ ଜାଣିବା କାକୁଡି ସହିତ କଣ ଖାଇବା ଉଚିତ ନୁହେଁ ? କାକୁଡିରେ ପ୍ରଚୁର ପରିମାଣରେ ଭିଟାମିନ ସି ଏବଂ ପାଣି ଥାଏ ।  ଯେତେବେଳେ କ୍ଷୀର ଏକ ପ୍ରୋଟିନ , ଚର୍ବିଯୁକ୍ତ ଖାଦ୍ୟ । ଉଭୟକୁ ଏକାଠି ସେବନ କରିବା ଦ୍ୱାରା ପାଚନ ସମସ୍ୟା, ଗ୍ୟାସ ଏବଂ ଏସିଡିଟି ହୋଇପାରେ । କାକୁଡିରେ ଏପରି କିଛି ଉପାଦାନ ଥାଏ ଯାହା ଖଟା ଫଳ ସହିତ ମିଶିଲେ ଏସିଡିକ…

Read More