Author: Purva Paksha

Laurene Powell: ଆପଲର ସହମାଲିକ ତଥା ଏହାର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ପ୍ରୟାଗରାଜରେ କଳ୍ପବାସ କରୁଛନ୍ତି। ତାଙ୍କ ଗୁରୁ କୈଳାସାନନ୍ଦ ଗିରି ତାଙ୍କୁ ହିନ୍ଦୁ ନାମ କମଳା ଦେଇଥି ଗୋତ୍ର ମଧ୍ୟ ସ୍ଥିର କରିଛନ୍ତି। ଏହାପରେ ସେ ହିନ୍ଦୁ ହେବାକୁ ଯାଉଛନ୍ତି କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଆପଲର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ଭାରତରେ ଅଛନ୍ତି। ମହାକୁମ୍ଭର ପ୍ରଥମ ଦିନରେ ସେ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିବେ। ଜାନୁଆରି ୧୦ତାରିଖରେ ସେ ଭାରତରେ ପହଞ୍ଚିଥିଲେ। ଆସନ୍ତା ୧୭ ଦିନ ପର୍ଯ୍ୟନ୍ତ ସେ ସନ୍ୟାସୀ ବେଶରେ ପ୍ରୟାଗରାଜ କୁମ୍ଭ ସ୍ଥଳରେ କଳ୍ପବାସ କରିବେ। ନିରଞ୍ଜନୀ ଆଖଡ଼ା ମୁଖ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୈଳାସାନନ୍ଦ ଗିରି ତାଙ୍କୁ ହିନ୍ଦୁ ନାମ ଦେଇଛନ୍ତି। ତାଙ୍କ ଗୋତ୍ରକୁ ମଧ୍ୟ ସ୍ଥିର କରାଯାଇଥିଲା। ଏଥିରୁ ପ୍ରଶ୍ନ ଉଠୁଛି ଯେ ସ୍ୱାମୀ ଷ୍ଟିଭ୍ ଜବ୍ସଙ୍କ ମୃତ୍ୟୁର ୧୩ ବର୍ଷ…

Read More