Author: Chinmaya Senapati

STAND WITH TRUTH

Shankha Bhawan : ଶଙ୍ଖ ଭବନର ପ୍ରତିଷ୍ଠା ପରେ ଥରେ ହେଲେ ବି ସରକାର ଗଢି ପାରିଲାନି ବିଜେଡି । ଯାହା ଫଳରେ ଷଷ୍ଠ ଥର ପାଇଁ ନବୀନଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଏ ଜାବତ ସ୍ୱପ୍ନରେ ରହିଗଲା । ଆମ ଓଡ଼ିଆରେ ଗୋଟେ ଲୋକ କଥା ଅଛି ‘ଲକ୍ଷେ ଶିବ ପୂଜି ପାଇଥିଲି ପୁଅ, ପୁଅ ଚାହିଁଲା ନାହିଁ ମୋ ମୁହଁ’ ଠିକ୍‍ ସେହିଭଳି ଅନେକ ଗ୍ରହ, ନକ୍ଷତ୍ର, ବାସ୍ତୁଶାସ୍ତ୍ରର ତନତନ ଯାଞ୍ଚ କରି ବହୁ ବଡ଼ ବଡ଼ିଆ ଜ୍ୟୋତିଷଙ୍କ ପରାମର୍ଶ ପରେ ବିଜେଡି ପାଇଥିଲା ତା’ର ନୂଆ କାର୍ଯ୍ୟାଳୟ ଶଙ୍ଖଭବନ। ବାହାରୁ ନାମୀଦାମୀ ଡିଜାଇନରଙ୍କଠାରୁ ଡିଜାଇନ ଆଣି କୁଶଳୀ କାରିଗରଙ୍କୁ ନେଇ ବହୁ ଆଡ଼ମ୍ବରରେ ଗଢ଼ା ହୋଇଥିଲା ଶଙ୍ଖ ଭବନ। ଶଙ୍ଖ ଭବନର ଭୂମି ପୂଜନଠାରୁ ନେଇ ଗୃହ ପ୍ରବେଶ ଯାଏଁ ସବୁ କିଛି ଶାସ୍ତ୍ର ଅନୁଯାୟୀ ବିଧିମୁତାବକ କରାଯାଇଥିଲା। ଏମିତି କି କେଉଁ କୋଣରେ କେଉଁ ଅଫିସ…

Read More