Author: Chinmaya Senapati

STAND WITH TRUTH

CM Mohan Charan Majhi: “କିଏ ଧରାଇଲା ମୋହନଙ୍କୁ କାଗଜ ?” ଏ ଖବରର ଶୀର୍ଷକ ଆପଣଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। ଅପଣଙ୍କ ମନରେ ପ୍ରଶ୍ନ ଆସୁଥିବ ମୁଖ୍ୟମନ୍ତ୍ରୀ ଏବେ କେଉଁ ପାଠ ପଢ଼ୁଛନ୍ତି ଯେ ସେ ପଢ଼ିବା ଛାଡ଼ିବା ପାଇଁ ଆମେ କହୁଛୁ। ଦୀର୍ଘ ଦିନର ବିଜେଡି ସରକାର ହଟିବା ପରେ ରାଜ୍ୟରେ ଏବେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଠନ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ। ମୋହନ ଚରଣ ମାଝୀଙ୍କ ବିଷୟରେ କୁହାଯାଏ ସେ ଜଣେ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ, ଯାହା ଆମ ସଭିଙ୍କୁ ବେଶ୍‍ ଭଲ ଭାବରେ ଜଣା। ପରେ ଶିକ୍ଷକତାରୁ ରାଜନୀତିକୁ ଆସିଲେ। ତାଙ୍କ ପାଇଁ ଶିକ୍ଷକତାରୁ ମୁଖ୍ୟମନ୍ତ୍ରୀ ରାସ୍ତାଟା ଏତେ ସହଜ ନ ଥିଲା। ସାଧରଣ ଜନତାରୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ଭିତରେ ତାଙ୍କର…

Read More