Author: Chinmaya Senapati

STAND WITH TRUTH

BJD BJP alliance: ସନ୍ଧି ସର୍ତ୍ତ ପାଇଁ ଏବେ ଟେନସନରେ ନେତା । ନା କରିପାରୁଛନ୍ତି ବିରୋଧ ନା ଉଠାଇପାରୁଛନ୍ତି ସରକାରୀ ଲାଭ । “ରୁହ ଅପେକ୍ଷା କର ଆମେ ପୁଣି ରାଜ୍ୟରେ ସରକାର କରିବା” ସନ୍ଧି ସର୍ତ୍ତ ପାଇଁ ଏବେ ଟେନସନରେ ନେତା । ନା କରିପାରୁଛନ୍ତି ବିରୋଧ ନା ଉଠାଇପାରୁଛନ୍ତି ସରକାରୀ ଲାଭ । ଦୀର୍ଘ ଦିନ ନିଜ ରାଜନୀତି କ୍ୟାରିୟରରେ ଯେଉଁମାନଙ୍କୁ ବିରୋଧ କରୁଥିଲେ ସେମାନଙ୍କ ବିରୋଧରେ ପଦେ କହିବା ପାଇଁ ମଧ୍ୟ ଏବେ କାଳେ ଅନୁମତି ନାହିଁ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଆମେ କାହା କାହା ଭିତରେ ହୋଇଥିବା ସର୍ତ୍ତ ଓ ସନ୍ଧି ବିଷୟରେ କହୁଛୁ ? ଆମେ କହୁଛୁ ରାଜ୍ୟର ଶାସକ ଦଳ ଭାରତୀୟ ଜନତା ପାର୍ଟି ଏବଂ ବିରୋଧି ବିଜୁ ଜନତା ଦଳ କଥା । ଅନେକ ସମୟରେ ଯାହା ଚର୍ଚ୍ଚା ହୁଏ ବିଜେପି କାଳେ ବିଜେଡି ନେତାଙ୍କ…

Read More