Author: Chinmaya Senapati

STAND WITH TRUTH

⚜️ ବିଶ୍ୱାସ : ବିଶ୍ୱାସ ଠିକ୍‌ କାଚ ପରି। ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର ବିଶ୍ୱାସ ଭାଙ୍ଗିବା ପୂର୍ବରୁ ସତର୍କ ରୁହନ୍ତୁ ଯାହାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସହ ଆଖି ମିଳାଇ କଥା ହୋଇପାରିବେ ତ ! ⚜️ ଭଲ ପାଇବା: ନକଲି ଦୁନିଆରେ ସବୁ ଚକ୍‌ ଚକ୍‌ ଦିଶେ। ହଜାରେ ଲୋକ ଆପଣଙ୍କୁ ଭଲପାଆନ୍ତି ବୋଲି ଦାବି କରିପାରନ୍ତି। ମାତ୍ର ବାସ୍ତବରେ ସେପରି ହୋଇନଥାଏ। ଦୁନିଆରେ ଭଲପାଉଥିବା ଲୋକ ନଗଣ୍ୟ। ଆପଣଙ୍କୁ ଯଦି କିଏ ବାସ୍ତବରେ ଭଲପାଆନ୍ତି ତାହାଲେ ଆପଣ ଭାଗ୍ୟବାନ। ସେ ଯେଉଁ ବି ସଂପର୍କ ହେଉ, ଭଲପାଇବାର ଦୁର୍ଲଭ ଅନୁଭୂତି ସଭିଙ୍କୁ ମିଳେନା। ତା’କୁ କେବେ ଭାଙ୍ଗି ଦିଅନ୍ତୁ ନାହିଁ। ⚜️ ଆଶା: ଆପଣ ଯଦି କୌଣସି ପରିସ୍ଥିତିରେ ଆସି କିମ୍ବା ସ୍ନେହ ବଶତଃ କାହାକୁ କିଛି ଆଶା ଦେଇଛନ୍ତି ତେବେ ସୃଷ୍ଟି…

Read More