Author: Chinmaya Senapati

STAND WITH TRUTH

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ସମ୍ୱାଲରେ ଥିବା ଟ୍ରାଏଲ କୋର୍ଟକୁ କହିଛନ୍ତି ଯେ ଜାମା ମସଜିଦର ଶାହି ଇଦଗା ​​କମିଟି ହାଇକୋର୍ଟ ନ ଆସିବା ପର୍ଯ୍ୟନ୍ତ ମସଜିଦ ସର୍ଭେ ମାମଲାରେ ଆଗକୁ ନ ଯାଆନ୍ତୁ। ମସଜିଦ ଉପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ଭେ ପରେ ସମ୍ୱାଲରେ ହିଂସା ଘଟି ପାଞ୍ଚଜଣଙ୍କର ମୃତ୍ୟୁ ଘଟିବାର କିଛି ଦିନ ପରେ ସର୍ବୋଚ୍ଚ ଅଦାଲତ ଏ  ଆଦେଶ ଆସିଛି। ଭାରତର ପ୍ରଧାନ ବିଚାରପତି (ସିଜେଇ) ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କ ଏକ ବେଞ୍ଚ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ମସଜିଦ ଉପରେ ସର୍ଭେ କରିଥିବା କମିଶନରଙ୍କ ରିପୋର୍ଟକୁ ସିଲ୍ କଭରରେ ରଖାଯିବା ଉଚିତ ଏବଂ ଏହା ମଧ୍ୟରେ ଖୋଲିବା ଉଚିତ ନୁହେଁ। CJI କହିଛନ୍ତି, “ଏହା ବିଚାରାଧୀନ ହେଉ। ଆମେ ଶାନ୍ତି ଚାହୁଁଛୁ । ଆପଣ (ଆବେଦନକାରୀ) ହାଇକୋର୍ଟଙ୍କ ନିକଟକୁ ଆସନ୍ତୁ। ସେପର୍ଯ୍ୟନ୍ତ ଟ୍ରାଏଲ କୋର୍ଟ କୌଣସି ପଦକ୍ଷେପ ନ ନିଅନ୍ତୁ…

Read More