Author: Chinmaya Senapati

STAND WITH TRUTH

ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ବଲିଉଡ୍‍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ, ରାଜ କୁନ୍ଦ୍ରାଙ୍କ ମୁମ୍ବାଇରେ ସର୍ଚ୍ଚ ଅପରେସନ କରିଥିଲା। ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଅଶ୍ଳୀଳ ଭିଡିଓ ଉତ୍ପାଦନ ଏବଂ ବିତରଣ ସହିତ ଜଡିତ ମନି ଲଣ୍ଡରିଂ ଘଟଣାର ଏକ ଅଂଶ ହେଉଛି ଏଜେନ୍ସିର ଏହି ଚଢାଉ । ଇଡି ଅଧିକାରୀମାନେ ସକାଳ ୬ଟାରୁ ସାଣ୍ଟାକ୍ରୁଜରେ ଥିବା ଶେଟ୍ଟୀଙ୍କ ବାସଭବନରେ ରେଡ୍‍ କରିଥିଲେ। ଅଶ୍ଳୀଳ ମାମଲାରେ ରାଜ କୁନ୍ଦ୍ରାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଚାଲିଛି । ମେ ୨୦୨୨ ମନି ଲଣ୍ଡରିଂ ମାମଲା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ଦ୍ଵାରା ଦାଖଲ ହୋଇଥିବା ଦୁଇଟି ଏଫଆଇଆର ଏବଂ ଚାର୍ଜସିଟରୁ ଆସିଛି। ଅନୁସନ୍ଧାନ ସମୟରେ କୁନ୍ଦ୍ରା ଏବଂ ଅନେକ ସହ-ଅଭିଯୁକ୍ତଙ୍କୁ ଗିରଫ କରାଯାଇ ,…

Read More