Author: Samir Rout

ରାଜ ମହଲର ମୂଲ୍ୟ ୨୪,୦୦୦ କୋଟି ଟଙ୍କା Lakshmi Vilas Palaceବରୋଦାର ଗାଏକୱାଡ ରାଜ ପରିବାର ଏକ ବିଶାଳ ପ୍ୟାଲେସରେ ରହୁଛି, ଯାଉଁ ପ୍ୟାଲେସ ବ୍ରିଟେନର ବଙ୍କିଂହାମ ପ୍ୟାଲେସ ୪ଗୁଣ ବଡ଼। ଏହି ରାଜ ମହଲର ନାମ ଲକ୍ଷ୍ମୀ ବିଳାସ ପ୍ୟାଲେସ। ଗାଏକୱାଡ ରାଜପରିବାର ବିଳାସପୂର୍ଣ୍ଣ ଜୀବନ ଶୈଳୀ, ସୌଖିନ ପୁରୁଣା କାର୍ ସଂଗ୍ରହ ଏବଂ ମରାଠା ବୀରତ୍ୱର  ଇତିହାସ ପାଇଁ ଜଣାଶୁଣା । କ୍ରିକେଟ୍ ସଫଳତାଠାରୁ ଆରମ୍ଭ କରି ସାଂସ୍କୃତିକ ସମ୍ପଦର ସଂରକ୍ଷଣ ପର୍ଯ୍ୟନ୍ତ ଏହି ପରିବାର ପରମ୍ପରାକୁ ଆଧୁନିକତା ସହ ମିଶାଇ ଭାରତର ଅନ୍ୟତମ ପ୍ରସିଦ୍ଧ ରାଜଐତିହ୍ୟକୁ ସୁରକ୍ଷିତ ରଖିଛନ୍ତି। ଯେତେବେଳେ କେହି ଗୁଜରାଟ କଥା କୁହନ୍ତି, ସେତେବେଳେ ଅଧିକାଂଶ ଲୋକଙ୍କ ମନରେ ଟଙ୍କା ଓ ବ୍ୟବସାୟ ଭାବନର ଆସିଥାଏ।  ଅତୀତରେ ଏହା ଅନେକ ଦେଶୀୟ ରାଜ୍ୟ ଏବଂ ଆଜିର ବଡ଼ ବଡ଼ ନାମୀ ଦାବୀ ଲୋକମାନଙ୍କର ଘର। ଏସବୁ ଭିତରେ ବରୋଦା ରୟାଲ ଫ୍ୟାମିଲି ରହିଛି ଯିଏ…

Read More