Author: Samir Rout

ବିଳାସ, ଆରାମ ଏବଂ ପ୍ରସିଦ୍ଧିର ଜୀବନକୁ ପଛରେ ପକାଇବା କେବେ ବି ସହଜ ନୁହେଁ । ତେବେ ଜଣେ କୋଟିପତି ତଥା ମାଲେସିଆର ପ୍ରସିଦ୍ଧ ବ୍ୟବସାୟୀଙ୍କ ପୁତ୍ର ସବୁ ବିଳାସଠଉ ବହୁ ଦୂରରେ। ଆଜି ସେ ବ୍ୟବସାୟର ବିଶାଳ ସାମ୍ରାଜ୍ୟ ଛାଡ଼ି ସାଧୁଙ୍କ ଭଳି ସାଧାରଣ ଜୀବନ ଯାପନ କରୁଛନ୍ତି। ପିତା ମଧ୍ୟ ଏଥିପାଇଁ ପୁତ୍ରକୁ ସମର୍ଥନ କରୁଛନ୍ତି। ବାପା ଥିଲେ ଏୟାରସେଲ କମ୍ପାନୀର ମାଲିକ ଚେନ୍ନାଇ ସୁପରକିଙ୍ଗ୍‍ସର ପ୍ରାୟୋଜକ ରହିଥିଲା ଏୟାରସେଲ ଟେଲିକମ୍ୟୁନିକେସନ୍, ମିଡିଆ, ତୈଳ, ଗ୍ୟାସ୍ ଏବଂ ରିଅଲ୍ ଇଷ୍ଟେଟର ବାଦଶାହ ମାଲେସିଆର ତୃତୀୟ ବଡ଼ ଧନୀ ବ୍ୟକ୍ତିଙ୍କ ପୁଅ ଅଜାନ ସିରିପାନିଓ ମାତ୍ର ୧୮ ବର୍ଷ ବୟସରେ ୫ ବିଲିୟନ ଡଲାରର ବ୍ୟବସାୟ ସାମ୍ରାଜ୍ୟ ତ୍ୟାଗ କରି ଜଣେ ସାଧୁଙ୍କ ଜୀବନ ଯାପନ କରୁଛନ୍ତି। ତାଙ୍କ ପିତା ଆନନ୍ଦ କ୍ରିଷ୍ଣନ, ଯିଏ କି ଟେଲିକମ୍ୟୁନିକେସନ୍, ମିଡିଆ, ତୈଳ, ଗ୍ୟାସ୍ ଏବଂ ରିଅଲ୍ ଇଷ୍ଟେଟର ବାଦଶାହ ପୁତ୍ରକୁ ସମର୍ଥନ…

Read More