Author: Samir Rout

ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହେଲା କ୍ରମାଗତ ତୃତୀୟ ଥର ଟସ୍‍ ଜିତିଲା ଭାରତ ଏଥର ରୋହିତ ନେଲେ ଫିଲ୍ଡିଂ ନିଷ୍ପତ୍ତି ବ୍ରିସବେନରେ ଆଜି ଦିନ ତମାମ ବର୍ଷା ଲାଗି ରହିବାରୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପଥମ ଇନିଂସରେ ୨ ରନ୍ ସଂଗ୍ରହ କରିଛି। ଓପନର ଉସମାନ ଖୱାଜା ୧୯ ଓ ନାଥାନ ମ୍ୟାକସ୍ୱିନି ୪ ରନ୍ କରି ଅପରାଜିତ ରହିଛନ୍ତି। ତୃତୀୟ ଟେଷ୍ଟରେ ଖଳନାୟକ ସାଜିଛି ବର୍ଷା। ବ୍ରିସବେନରେ ଆଜି ପ୍ରବଳ ବର୍ଷା ଯୋଗୁଁ ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହୋଇଛି। ଆସନ୍ତା କାଲି ସହଳ ମ୍ୟାଚ୍‍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆ ଯାଇଛି।  ମେଘୁଆ ପାଗ ଏବଂ ସବୁଜ ଘାସରେ ଆଚ୍ଛାଦିନ ପିଚ୍ ଦେଖି ଭାରତ ଆଜି ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।…

Read More