Author: Samir Rout

Meet The Family OF 140 Doctorsଦିଲ୍ଲୀର ସଭରୱାଲ ପରିବାର, ଯିଏ କି ଗତ ୫ ପିଢ଼ି ମଧ୍ୟରେ ୧୪୦ ଜଣ ଡାକ୍ତର ସୃଷ୍ଟି କରିଛନ୍ତି, ଡାକ୍ତରଖାନାର ପ୍ରାଙ୍ଗଣରେ ବଡ଼ ହୋଇ ଆଜି ସମାନେ ଗର୍ବ ଅନୁଭବ କରୁଛନ୍ତି। ଡାକ୍ତର ବୋଧିରାଜ ଜୀବିତ ଥିବା ବେଳେ ମେଡିକାଲ ସ୍କୁଲର ଚତୁର୍ଥ ବର୍ଷରେ କେହି ପ୍ରବେଶ କରିବା ମାତ୍ରେ ତାଙ୍କ ଆଶୀର୍ବାଦ ନେଉଥିଲେ। ଡାକ୍ତର ବୋଧିରାଜ ସମାନଙ୍କୁ ନୂଆ ଷ୍ଟେଥୋସ୍କୋପ୍ ଦେଇ ପୁରସ୍କୃତ କରିବା ଏକଦା ଏକ ପରମ୍ପରା ହୋଇ ରହିଥିଲା। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ସଭରୱାଲ ପରିବାରର ପାଞ୍ଚ ପିଢ଼ିର ମୋଟ ୧୪୦ ଜଣ ସଦସ୍ୟ ଏବଂ ସମସ୍ତେ ସମାନ ବୃତ୍ତି ଅନୁସରଣ କରନ୍ତି । ଏମାନେ ସମସ୍ତେ ଡାକ୍ତର।  ହଁ, ଏହି ପରିବାର ଆଜି ବି ଅଛି । ଦିଲ୍ଲୀର ସଭରୱାଲ ପରିବାର, ଯିଏ କି ଦିଲ୍ଲୀ-ଏନସିଆରରେ ଅବସ୍ଥାନ କରୁଛନ୍ତି, ସାରା ଭାରତରେ ରହିଥିବା ଜୀବନ ହସ୍ପିଟାଲ୍‍ ଚେନର…

Read More