Author: Samir Rout

Mars Planet Life Experiment: ମଙ୍ଗଳ ଗ୍ରହ ଜୀବନ ପରୀକ୍ଷଣ: ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ର ଏକ ଗୋପନୀୟ ଦସ୍ତାବିଜରୁ ଜଣାପଡିଛି ଯେ ୭୦ ଓ ୮୦ ଦଶକରେ ମାଇକ୍ରୋସ୍କୋପିକ୍ ଆକାରରେ ମଙ୍ଗଳ ଗ୍ରହକୁ ମନୁଷ୍ୟ ପଠାଇବା ପାଇଁ ପରୀକ୍ଷଣ କରାଯାଇଥିଲା । ମଙ୍ଗଳ ଗ୍ରହରେ ଅନେକ ଦଶନ୍ଧି ଧରି ଜୀବ ଜଗତର ସନ୍ଧାନ ଜାରି ରହିଛି।  ଆମେରିକା, ଚୀନ, ଭାରତ ସମେତ ଅନେକ ଦେଶ ମଙ୍ଗଳ ଗ୍ରହ ଉପରେ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି।  ଆଗାମୀ ଦୁଇ-ତିନି ଦଶନ୍ଧି ମଧ୍ୟରେ ମଙ୍ଗଳ ଗ୍ରହରେ ବସବାସ କରିବାକୁ ମଣିଷ ସ୍ୱପ୍ନ ମଧ୍ୟ ଦେଖୁଛି। କିନ୍ତୁ ମଙ୍ଗଳ ଗ୍ରହରେ କଣ ଜୀବନ ସମ୍ଭବ? ପୂର୍ବରୁ କ’ଣ ମଙ୍ଗଳଗ୍ରହରେ ଜୀବ ମଣ୍ଡଳ ରହିଥିଲା? ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରିବ। ତେବେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ଏକ ଦସ୍ତାବିଜର ଡି-କ୍ଲାସିଫାଏଡ ରିପୋର୍ଟ ଯୋଗୁଁ ଏହି ପ୍ରଶ୍ନ ଉଠିଛି। ଏହି ଦସ୍ତାବିଜରେ କୁହାଯାଇଛି…

Read More