Author: Samir Rout

MS Dhoni has net worth of Rs… ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱର ଅନ୍ୟତମ ଧନୀ କ୍ରିକେଟ୍‍ ଖେଳାଳି। ଭାରତୀୟ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସର୍ବାଧିକ ଆୟ କରନ୍ତି ଆମ କ୍ୟାପଟେନ କୁଏ। ଧେନିଙ୍କ ସମ୍ପତ୍ତି  ୧୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ତାଙ୍କ ନିକଟରେ ରହିଛି ମହଙ୍ଗା ଫାର୍ମ ହାଉସ୍ ଠାରୁ ଆରମ୍ଭ କରି ରୋଲ୍ସ ରଏସ୍ କାର୍। ଯେଉଁ କାର୍‍ ଦାମ ୫କୋଟି ଟଙ୍କାରୁ ଅଧିକ। କେବଳ ସେତିକି ନୂହେଁ, କାର୍‍ ଓ ବାଇକ୍‍ ସଂଗ୍ରହ କରିବା ମଧ୍ୟ ତାଙ୍କର ଏକ ନିଶା। ଟିମ୍‍ ଇଣ୍ଡିଆ ତଥା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ଅ‍ ଦଳର ପୂର୍ଧିବତନ ନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପତ୍ତି ୧୦୪୦ କୋଟି ଟଙ୍କାରୁ ଅଧିକ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ରେ…

Read More