Author: Samir Rout

Meet Nepal’s richest man: କାଠମାଣ୍ଡୁର ଏକ ମାରୱାଡି ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟକ୍ତି ସ୍ୱାଭାବିକ ଭାବରେ ଉଦ୍ୟୋଗ ପ୍ରତି ଆଗ୍ରହୀ ଥିଲେ । ବ୍ୟବସାୟ କ୍ଷେତ୍ରରେ ତାଙ୍କର ସଫଳ ଯାତ୍ରା ଏକଦା ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ ହୋଇଥିଲା। ସେ ଭାରତରୁ ନେପାଳକୁ ଚାଲି ଆସି ଏକ ସଫଳ ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କରିଥିଲେ । ନାତି ଏହି ପରମ୍ପରାକୁ ଆଗକୁ ନେଇ ବର୍ତ୍ତମାନ ନେପାଳର ସବୁଠୁ ଧନୀ ବ୍ୟକ୍ତି ଭାବେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ସାରା ଭାରତରେ ତାଙ୍କ କମ୍ପାନୀ ପ୍ରଡକ୍ଟ ବେଶ ଲୋକପ୍ରିୟ ତାଙ୍କର ମୋଟ ସମ୍ପତ୍ତି ୧.୮ ବିଲିୟନ ଡଲାର ୨୪୭ ବିଲିୟନ ଡଲାର ସମ୍ପତ୍ତି ସହ ଏଲନ୍ ମସ୍କ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଭାରତରେ ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ୧୦୭.୧ ବିଲିୟନ ଡଲାର ସମ୍ପତ୍ତି ସହ ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ…

Read More