Author: Samir Rout

Paris Olympic medals getting discolored: ପ୍ୟାରିସ୍‍ ଅଲିମ୍ପିକ୍ସ ଗତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଆରମ୍ଭ ହାେଇ ଅଗଷ୍ଟ ମାସ ୧୧ ତାରିଖରେ ଶଷ ହୋଇଥିଲା। ଇତି ମଧ୍ୟରେ ମାତ୍ର ୫ ମାସ ଅତିକ୍ରାନ୍ତ ହୋଇଛି। କିନ୍ତୁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ଆୟୋଜକ ଲଜ୍ଜିତ ହୋଇଛନ୍ତି। ପଦକ ଜିତିଥିବା ପ୍ରତିଯୋଗୀମାେନ ପଦକର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାତ୍ବର ୫ ମାସ ମଧ୍ୟରେ ବହୁ ପଦକର ରଙ୍ଗ ବଦଳି ଯାଇଛି। ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସବୁରୁ ରଙ୍ଗ ଛାଡ଼ୁଛି। ଫଳ ସ୍ୱରୂପ କେବଳ ଆଇଫିଲ ଟାୱାର ଲୁହାଖଣ୍ଡକୁ ପଦକ ବିଜେତାମାେନେ ସାଇତି ରଖିଛନ୍ତି। ୫ ମାସରେ ପଦକର ରଙ୍ଗ ବାହାରିଗଲା ୧୦୦ ରୁ ଅଧିକ ଖେଳାଳି କରିଛନ୍ତି ଅଭିଯୋଗ ଓଲିମ୍ପିକ କମିଟି କହିଛି- ନୂତନ ପଦକ ଦେବେ ମାତ୍ର ୫ ମାସ ମଧ୍ୟରେ ପ୍ୟାରିସ୍ ଅଲିମ୍ପିକ୍ସ -୨୦୨୪ର ପଦକ…

Read More