Author: Samir Rout

first kissing scene in a Bollywood movie: ଆଜି କାଲି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଏକ ସାଧାରଣ ଘଟଣା ପାଲଟିଛି । ଉଭୟ ବଡ଼ ପରଦା ପ୍ରଡକ୍ସନ ଏବଂ ଓଟିଟି ପ୍ଲାଟଫର୍ମରେ ଅନ୍ତରଙ୍ଗ ମୁହୂର୍ତ୍ତକୁ ବିନା ଦ୍ୱିଧାରେ ପ୍ରଦର୍ଶନ କରାଯାଉଛି। ବିଶେଷକରି ଡିଜିଟାଲ୍ ସ୍ପେସ୍ ଅଧିକ ସୃଜନଶୀଳତା ପାଇଁ ଅନୁମତି ଦେଇଛି, ଯେଉଁଥିରେ ବୋଲ୍ଡ ଏବଂ ସିଜଲିଂ ଦୃଶ୍ୟକୁ ମୁକ୍ତ ଭାବରେ ଅନୁସନ୍ଧାନ କରାଯାଉଛି । ଏମିତି ଏକ ସମୟ ଥିଲା ଯେତେବେଳେ ଏଭଳି ଦୃଶ୍ୟକୁ ସେନ୍ସର ବୋର୍ଡ କଡ଼ାକଡ଼ି ଭାବେ ନିୟନ୍ତ୍ରଣ କରୁଥିଲା । ତଥାପି ସବୁ ବାଧା ବିଘ୍ନ ମଧ୍ୟରେ ୧୯୩୩ ମସିହାରେ ଏକ ସିନେମା ନିର୍ମାଣ କରାଯାଇଥିଲା। ଏହି ସିନେମାରେ ରହିଥିଲା ୪ମିନିଟ ଲମ୍ବା ଚୁମ୍ବନ ଦୃଶ୍ୟ। ସେତେବେଳେ ଏହି ସିନ୍‍କୁ ନେଇ ଭାରତରେ ପ୍ରବଳ ଚର୍ଚ୍ଚା ହୋଥିଲା। ବଲିଉଡ୍‍ ଇତିହାସରେ ପ୍ରଥମ କରି କିସ୍‍ ସିନ ଦେଇଥିବା ଏହି ଅଭିନେତ୍ରୀ କିଏ ଜାଣନ୍ତି? ୧୯୩୩…

Read More