Author: Samir Rout

India’s highest-earning trains ଶତାବ୍ଦୀ ଏକ୍ସପ୍ରେସ୍, ବନ୍ଦେ ଭାରତ କିମ୍ବା ତେଜସ୍ ନୁହେଁ, ବର୍ଷରେ ସର୍ବାଧିକ ଅର୍ଥ ଆୟ କରୁଛି ଏହି ଟ୍ରେନ। ଦିଲ୍ଲୀର ହଜରତ ନିଜାମୁଦ୍ଦିନରୁ କେଏସଆର ବେଙ୍ଗାଲୁରୁ ସିଟି ଜଙ୍କସନ ପର୍ଯ୍ୟନ୍ତ ଚାଲୁଥିବା କେଏସଆର ବେଙ୍ଗାଲୁରୁ ରାଜଧାନୀ ଏକ୍ସପ୍ରେସ ଭାରତୀୟ ରେଳବାଇ ପାଇଁ ୨୦୨୨/୨୩ ବର୍ଷରେ ୧,୭୬,୦୬,୬୬,୩୩୯ ଟଙ୍କା ଆୟ କରିଥିଲା । ଦେଶଣ ଅନ୍ୟ କୌଣସି ଟ୍ରେନ ଆୟରେ ଏହାର ନିକଟତର ମଧ୍ୟ ହୋଇ ପାରିନଥିଲେ। ବର୍ଷକୁ ଆୟ କରୁଛି ୧୭୬,୦୬,୬୬,୩୩୯ ଟଙ୍କା ଭାରତୀୟ ରେଳବାଇ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଭାବେ ପରିଚିତ । ପ୍ରତିଦିନ ହଜାର ହଜାର ଟ୍ରେନ୍ ସାରା ଦେଶରେ ଯାତାୟାତ କରି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରୁଛି । ରାଜଧାନୀ, ଶତାବ୍ଦୀ, ଦୂରନ୍ତ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ୍ସପ୍ରେସ୍ ଟ୍ରେନ୍ ସମେତ ଭାରତରେ ପ୍ରତ୍ୟେକ ଶ୍ରେଣୀର ବିଭିନ୍ନ ଟ୍ରେନ୍ ରହିଛି, ଏହା…

Read More