Author: NAZMEEN PARWEEN

ଜଣେ ବ୍ୟକ୍ତିଙ୍କ ନାମ ଓଡ଼ିଶାର ବିକାଶ ରାଜନୀତିରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବୀଣ ରାଜନୀତିଜ୍ଞ ତଥା ଜଣେ ଅସାଧାରଣ ପଣ୍ଡିତ— ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଚଳିତ ବର୍ଷ ତାଙ୍କର ଜନ୍ମ ଶତବାର୍ଷିକ। କିନ୍ତୁ ଆଜି ଏକ ବଡ଼ ପ୍ରଶ୍ନ ଉଠୁଛି— ଆଜିର ଓଡ଼ିଆ ନେତାମାନେ କ’ଣ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସେହି ବିଶାଳ ପରମ୍ପରା ଏବଂ ଗରିମାମୟ ଉତ୍ତରାଧିକାରକୁ ଭୁଲିଗଲେଣି? ଯେଉଁ ବ୍ୟକ୍ତି ଓଡ଼ିଶାରେ ରାଜନୈତିକ ଅସ୍ଥିରତାରେ ସ୍ଥିର ଶାସନ ଦେଇଥିଲେ, ଓଡ଼ିଶାର ଶିଳ୍ପାୟନର ମୂଳଦୁଆ ପକାଇଥିଲେ, ଯିଏ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ, ତାଙ୍କ ସ୍ମୃତି ଆଜି କେବଳ ଫଟୋ ଓ ପୁଷ୍ପମାଲ୍ୟରେ ସୀମିତ କି? ତାଙ୍କ କାର୍ଯ୍ୟକାଳ ଏକ ଦୃଢ଼, କେନ୍ଦ୍ରୀକୃତ ପ୍ରଶାସନିକ ଶୈଳୀ ଦ୍ୱାରା ଚିହ୍ନିତ ହୋଇଥିଲା ଯାହାକୁ ପ୍ରାୟତଃ “ଜେବି ଯୁଗ” କୁହାଯାଏ। ଆଜିର ପ୍ରଶ୍ନ — ଓଡ଼ିଶାର ରାଜନୀତିରେ…

Read More