Author: NAZMEEN PARWEEN

ଆଇପିଏଲ୍ କହିଲେ ଆମେ ସାଧାରଣତଃ ବିରାଟ କୋହଲିଙ୍କ ଚୌକା-ଛକା କିମ୍ବା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ କଥା ଭାବୁ। କିନ୍ତୁ, ପଡ଼ିଆ ବାହାରେ ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କ ବିନା ଆରସିବିର ଏହି ଷ୍ଟାର୍ ଖେଳାଳିମାନେ ବୋଧହୁଏ ମୈଦାନକୁ ଓହ୍ଲାଇବା କଷ୍ଟକର ହୁଅନ୍ତା? ଆଜି କଥା ହେବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସେହି ‘ସିକ୍ରେଟ୍ ଓ୍ୱେପନ୍’ ବା ଗୁପ୍ତ ଅସ୍ତ୍ର ବିଷୟରେ, ଯିଏ ଇତିହାସ ରଚିବା ସହ କ୍ରିକେଟ ଜଗତରେ ଏକ ନୂଆ ବାଟ ଦେଖାଇଛନ୍ତି। ସେ ହେଉଛନ୍ତି ନବନୀତା ଗୌତମ— ଆଇପିଏଲ୍ ଇତିହାସର ପ୍ରଥମ ମହିଳା ସ୍ପୋର୍ଟସ ମସାଜ୍ ଥେରାପିଷ୍ଟ। କିଏ ଏହି ନବନୀତା ଏବଂ କିପରି ସେ ପୁରୁଷ ବହୁଳ କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଏ ଏହି ନବନୀତା ଗୌତମ? ନବନୀତା ଗୌତମ କୌଣସି ସାଧାରଣ ନାମ ନୁହେଁ। ସେ କାନାଡାର ଭାଙ୍କୁଭରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଜଣେ…

Read More