Author: NAZMEEN PARWEEN

ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସାରଥି ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିଷୟରେ। ବେଳେବେଳେ ମନେହୁଏ, ବିଚରା ରାହୁଲ ଗାନ୍ଧିଙ୍କ ପୁରା ଜୀବନଟା ଯେମିତି କେବଳ ସ୍ୱପ୍ନ ଦେଖିବାରେ ହିଁ କଟିଯିବ। ବାଲ୍ୟକାଳରୁ ହିଁ ତାଙ୍କ ଆଖିରେ ସ୍ୱପ୍ନ ରୋପଣ କରାଯାଇଥିଲା। ପ୍ରଥମେ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧି ସ୍ୱପ୍ନ ଦେଖିଥିଲେ ଯେ ମୋ ନାତି ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବ। ତା’ ପରେ ପିତା ରାଜୀବ ଗାନ୍ଧି ଏବଂ ଶେଷରେ ମା’ ସୋନିଆ ଗାନ୍ଧି ନିଜର ସମସ୍ତ ଶକ୍ତି ଲଗାଇ ଦେଲେ ପୁଅକୁ ପ୍ରଧାନମନ୍ତ୍ରୀ ଚେୟାରରେ ବସାଇବା ପାଇଁ। ତେଣୁ ରାହୁଲ ବାବୁଙ୍କୁ ମଧ୍ୟ ବୋଧହୁଏ ଲାଗିଲା କି ମୋର ଜନ୍ମ ହିଁ କେବଳ ପ୍ରଧାନମନ୍ତ୍ରୀ ହେବା ପାଇଁ ହୋଇଛି। କିନ୍ତୁ ସମସ୍ୟା ହେଉଛି, ଗତ ୧୨ ବର୍ଷ ଧରି ତାଙ୍କ ସ୍ୱପ୍ନ ଆଗରେ ପାହାଡ଼ ଭଳି ଛିଡ଼ା ହୋଇଛନ୍ତି ଜଣେ ବ୍ୟକ୍ତି—ସେ…

Read More