Author: NAZMEEN PARWEEN

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଏକ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ କରିସାରିଛନ୍ତି। ଏହି ଯୁଦ୍ଧ ଏକାସଙ୍ଗେ ଦୁଇଟି ମୋର୍ଚ୍ଚାରେ ଲଢ଼ାଯାଉଛି। ପ୍ରଥମଟି ହେଉଛି ସୀମାପାର୍‌ରେ ଶତ୍ରୁ ପାକିସ୍ତାନ ବିରୋଧରେ ଏବଂ ଦ୍ୱିତୀୟଟି ହେଉଛି ଦେଶ ଭିତରେ ରାଜନୈତିକ ମୋର୍ଚ୍ଚାରେ ନକରାତ୍ମକତା ଓ ଅରାଜକତା ଫେଲାଉଥିବା ବିରୋଧୀ ଦଳଙ୍କ ବିରୋଧରେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ହଜିରା ପ୍ରତିରକ୍ଷା ପ୍ଲାଣ୍ଟ ପରିଦର୍ଶନ କରି ଭାରତର ସବୁଠାରୁ ଆଧୁନିକ ସ୍ୱଦେଶୀ ‘ଜୋରାବର ଟ୍ୟାଙ୍କ’ ଏବଂ ‘K9 ବଜ୍ର ଟ୍ୟାଙ୍କ’ର ଲାଇଭ୍ ଡେମୋନଷ୍ଟ୍ରେସନ୍ ଦେଖିଛନ୍ତି। ମୋଦୀଙ୍କର ଏହି ଗୋଟିଏ ପଦକ୍ଷେପ ଏବେ ପାକିସ୍ତାନୀ ସେନା ମୁଖ୍ୟ ଆସିମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ରକ୍ତଚାପ ବଢ଼ାଇ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତ ଏବେ ଆଉ ଦୁର୍ବଳ ଦେଶ ହୋଇ ରହିନାହିଁ, ଏହା ଏକ ଶକ୍ତିଶାଳୀ ରାଷ୍ଟ୍ର ଏବଂ ନିଜର ଲକ୍ଷ୍ୟ ହାସଲ କରିବା ଭାରତ…

Read More