Author: NAZMEEN PARWEEN

‘କକ୍ରୋଚ୍ ଜନତା ପାର୍ଟି’କୁ ନେଇ ତୀବ୍ର ଚର୍ଚ୍ଚା: ସୋସିଆଲ ମିଡିଆ କ୍ୟାମ୍ପେନ୍ ପଛରେ କିଏ? ସମ୍ପ୍ରତି ସୋସିଆଲ ମିଡିଆରେ ହଠାତ୍ ଚର୍ଚ୍ଚାରେ ଆସିଥିବା ‘କକ୍ରୋଚ୍ ଜନତା ପାର୍ଟି’ (Cockroach Janta Party) ନାମକ ଗ୍ରୁପ୍ ଓ ଏହାର ଅନଲାଇନ୍ କ୍ୟାମ୍ପେନ୍‌କୁ ନେଇ ଦେଶର ରାଜନୈତିକ ମହଳରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ମହଳ ଏହାକୁ ସରକାର ବିରୋଧୀ ଡିଜିଟାଲ ଅଭିଯାନ ବୋଲି ଦେଖୁଥିବାବେଳେ, ଅନ୍ୟପଟେ କେତେକ ଲୋକ ଏହାକୁ ଯୁବପିଢ଼ିଙ୍କ ଅସନ୍ତୋଷର ଏକ ଅନଲାଇନ୍ ପ୍ରତିକ୍ରିୟା ବୋଲି କହୁଛନ୍ତି। ନରୱେ ଘଟଣା ପରେ ସୋସିଆଲ ମିଡିଆରେ ନୂଆ ଗ୍ରୁପ୍ ଏହି ବିବାଦର ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନରୱେ ଗସ୍ତକୁ ନେଇ। ସେଠାକାର ଏକ ଖବରକାଗଜରେ ପ୍ରଧାନମନ୍ତ୍ରୀଙ୍କ ଏକ ବ୍ୟଙ୍ଗାତ୍ମକ କାର୍ଟୁନ୍ ପ୍ରକାଶ ପାଇଥିଲା, ଯାହା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ଏହାର କିଛି ଦିନ ମଧ୍ୟରେ ‘କକ୍ରୋଚ୍ ଜନତା ପାର୍ଟି’ ନାମରେ ଅନେକ ସୋସିଆଲ…

Read More