Author: NAZMEEN PARWEEN

ଭାରତର ସ୍ୱଦେଶୀ ULPGM-V3 ମିସାଇଲ୍‌ର ସଫଳ ପରୀକ୍ଷଣ, ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଫଳତା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (DRDO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ସଂସ୍ଥା ପକ୍ଷରୁ ସ୍ୱଦେଶୀ ULPGM-V3 ମିସାଇଲ୍‌ର ଅନ୍ତିମ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅତ୍ୟାଧୁନିକ ମିସାଇଲ୍‌କୁ ଭାରତର ଡ୍ରୋନ୍ ଆଧାରିତ ଯୁଦ୍ଧ କ୍ଷମତାରେ ଏକ ବଡ଼ ଗେମ୍-ଚେଞ୍ଜର ବୋଲି ଦେଖାଯାଉଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ସ୍ଥିତ ପରୀକ୍ଷଣ କେନ୍ଦ୍ରରେ ହୋଇଥିବା ଟ୍ରାୟାଲରେ ମିସାଇଲ୍‌ଟି ସଠିକ୍ ଭାବରେ ଲକ୍ଷ୍ୟଭେଦ କରିଥିବା ସୂଚନା ମିଳିଛି। ଏହା ପରେ ଭାରତର ପ୍ରତିରକ୍ଷା ଶକ୍ତି ନେଇ ଆନ୍ତର୍ଜାତୀୟ ମହଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ULPGM-V3 କ’ଣ? ULPGMର ପୂରା ନାମ ହେଉଛି Unmanned Aerial Vehicle Launched Precision Guided Missile। ଏହା ଏକ ଡ୍ରୋନ୍‌ରୁ ନିକ୍ଷେପ କରାଯାଉଥିବା ପ୍ରିସିଜନ୍ ଗାଇଡେଡ୍ ମିସାଇଲ୍,…

Read More