Author: NAZMEEN PARWEEN

ରାଜନୀତିରେ ଗୋଟିଏ ବହୁତ ପୁରୁଣା କଥା ଅଛି— “ଯେତେବେଳେ କୌଣସି ବ୍ୟକ୍ତିର ହତାଶା କିମ୍ବା ନିରାଶା ତାର ସୀମା ପାର୍ କରିଯାଏ, ସେତେବେଳେ ତାହା ଏକ ମାନସିକ ଅବସାଦ ବା ରୋଗର ରୂପ ନେଇଥାଏ।” ଆଉ ସେହି ସମୟରେ ସେହି ବ୍ୟକ୍ତିଜଣକ କଣ କହୁଛନ୍ତି, କେଉଁ ସନ୍ଦର୍ଭରେ କହୁଛନ୍ତି ଏବଂ ତାଙ୍କ ବକ୍ତବ୍ୟର ଅସଲ ମାନେ କଣ, ତାହା ନା ସେ ନିଜେ ବୁଝିପାରନ୍ତି ନା ଶୁଣୁଥିବା ଲୋକେ ବୁଝିପାରନ୍ତି। ଆଜି ଭାରତୀୟ ରାଜନୀତିରେ କଂଗ୍ରେସର ସବୁଠାରୁ ବଡ଼ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସ୍ଥିତି ଠିକ୍ ସେମିତି କିଛି ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସେ ଯେଉଁଭଳି ଶବ୍ଦ ଏବଂ ଭାଷାର ବ୍ୟବହାର କରୁଛନ୍ତି, ତାହା ତାଙ୍କ ଭିତରେ ଥିବା ପ୍ରବଳ ହତାଶାକୁ ସ୍ପଷ୍ଟ ଭାବେ ପଦାରେ ପକାଇ ଦେଇଛି। ଆଜି ଆମେ ଆଲୋଚନା କରିବା କେମିତି…

Read More