Author: NAZMEEN PARWEEN

ଓଡ଼ିଶାର ରାଜନୀତିରେ ୨୦୧୯ ପରେ ଯେଉଁ ପରିବର୍ତ୍ତନ ଆସିଥିଲା, ସେଟା କେବଳ ସରକାର ବା ଦଳର ପରିବର୍ତ୍ତନ ନୁହେଁ ସେଟା ଥିଲା ଶକ୍ତିର ସମ୍ପୂର୍ଣ୍ଣ ପୁନର୍ବିନ୍ୟାସ। ଏକ ଏମିତି ପୁନର୍ବିନ୍ୟାସ, ଯେଉଁଠାରେ ନିର୍ବାଚିତ ନେତୃତ୍ୱ ପଛକୁ ହଟିଗଲେ , ଏବଂ ଅନିର୍ବାଚିତ ଶକ୍ତି ସମସ୍ତ କିଛିକୁ ନିୟନ୍ତ୍ରଣ କରିବାକୁ ଲାଗିଲା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ “ମୋ ସରକାର” ଆରମ୍ଭ କଲେ—ଦେଖିବାକୁ ଏହା ଜନମୁଖୀ ପଦକ୍ଷେପ ଲାଗୁଥିଲା, କିନ୍ତୁ ଅସଲ ରେ ଏହା ହେଲା ଶକ୍ତିକୁ ଏକ ନୂଆ ପ୍ରଣାଳୀ ମାଧ୍ୟମରେ କେନ୍ଦ୍ରୀଭୂତ କରିବାର ଏକ ଚାଲ । ସମସ୍ତ ବିଭାଗକୁ “ମୋ ସରକାର” ଅଧୀନକୁ ଆଣାଗଲା। ଏହା ସହିତ ଆସିଲା ଫାଇଭ୍-ଟି ମଡେଲ୍ କିନ୍ତୁ ଏହି ଫାଇଭ୍-ଟି ଅସଲ ରେ ରହିଲା କାହା ହାତରେ ? ଉତ୍ତର ସରଳ—ପାଣ୍ଡିଆନ। ଜଣେ IAS ଅଫିସର୍ ରୁ ସେ ହେଲେ ଶକ୍ତିର କେନ୍ଦ୍ରବିନ୍ଦୁ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିବାରୁ ସେ ସମସ୍ତ ଫାଇଲ୍, ସମସ୍ତ…

Read More