Author: NAZMEEN PARWEEN

ପାକିସ୍ତାନର ସବୁଠାରୁ ବଡ଼ ଏବଂ ସମ୍ବେଦନଶୀଳ ପ୍ରଦେଶ ବଲୁଚିସ୍ତାନ , ଯେଉଁଠାରେ ଏବେ ପାକିସ୍ତାନ ସରକାର ଏବଂ ସେନା ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ବେକାବୁ ହୋଇପଡ଼ିଛି। ପାକିସ୍ତାନର ମୂଳଦୁଆକୁ ହଲାଇ ଦେଇଛି ସେଠାକାର ବିଦ୍ରୋହୀ ସଂଗଠନ ‘ବଲୁଚ୍ ଲିବରେସନ୍ ଆର୍ମି’ ବା BLA। ଏହି ସଂଗଠନ ପକ୍ଷରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ପାକିସ୍ତାନୀ ସେନାର ନିଦ ହେରଫେର କରିଦେଇଛି। BLA ଦାବି କରିଛି ଯେ, ଗତ ମାତ୍ର ୧୨ ଦିନ ଭିତରେ ସେମାନେ ବଲୁଚିସ୍ତାନରେ ଏକ କି ଦୁଇଟି ନୁହେଁ, ବରଂ ୩୪ଟି ବଡ଼ଧରଣର ସାମରିକ ଅଭିଯାନ ଓ ଆକ୍ରମଣ ଚଳାଇଛନ୍ତି। ଆଉ ଏହି ସବୁ ଆକ୍ରମଣରେ ପାକିସ୍ତାନୀ ସେନାର ୧୪ ଜଣ ଯବାନ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏହି ପୂରା ଘଟଣାର ବିସ୍ତୃତ ତଥ୍ୟ। BLA ର ମୁଖପାତ୍ର ଜୀୟନ୍ଦ ବଲୋଚ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଅକ୍ଟୋବର ୯…

Read More