Author: Sarasinee Subudhi

ମିଳିମିଶି ସମସ୍ତେ ଗୋଟିଏ ଜୀବନ ଦୀପକୁ ଲିଭାଇ ଦେଲେ। କେହି କିଛି ଶୁଣିଲେ ନାହିଁ। ସମସ୍ତଙ୍କ ପାଖରେ ସମସ୍ତଙ୍କ ନାମରେ ସେଗୁଜାରୀକରିଥିଲେ। ପାଠପଢ଼ିବାକୁ ଆସିଥିବା କଲେଜରେ କିଭଳି ଅଧ୍ୟାପକ ଅସଦ ଅନୁଗ୍ରହ ଚାହୁଁଛନ୍ତି ଓ ରାଜି ନ ହେବାରୁ କିପରି ପ୍ରତ୍ୟେକ ସମୟରେ ହଇରାଣ ହରକତ କରୁଛନ୍ତି ତାହା ଗୋଟି ଗୋଟି କରି ଜଣାଇଥିଲେ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀ, ଦେଶର ଶିକ୍ଷାମନ୍ତ୍ରୀ, ରାଜ୍ୟର ଶିକ୍ଷାମନ୍ତ୍ରୀ, ସାଂସଦ, ଜିଲ୍ଲାପାଳ, ଏସପି, ଶିକ୍ଷା ନିର୍ଦ୍ଦେଶକ ଓ ଗଣମାଧ୍ୟମ ସମସ୍ତଙ୍କ ନିକଟରେ ଅନୁରୋଧ ରଖିଥିଲେ। ଭେଟି ଜଣାଇଥିଲେ। ଅସହାୟ ହୋଇ ସୁରକ୍ଷାର ଭିକ୍ଷା ମାଗିଥିଲେ। କିନ୍ତୁ କେହି କର୍ଣ୍ଣପାତ କଲେନାହିଁ। ଶେଷରେ ଏକା ଏକା ଲଢ଼ି ଲଢ଼ି ଜୀବନ ଯୁଦ୍ଧରେ ସେ ହାରିଗଲେ। ସେ ତ ଝିଅଟିଏ, ଆଉ କେତେ ବା ଲଢ଼ିପାରିଥାନ୍ତେ। ୬ମାସ କାଳ ଏକା ଏକା ଲଢ଼ିଲେ। ପରିବାର ମଧ୍ୟ ଆଗକୁ ବାହାରିଲାନାହିଁ । ସାଙ୍ଗସାଥୀ ସାଙ୍ଗରେ ଥିଲେ କିନ୍ତୁ କିଛି କରିପାରିଲେନି।…

Read More