Author: Sarasinee Subudhi

ଗିରଫ ହେଲେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାର ଦୁଇ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଫକୀର ମୋହନ କଲେଜ ବିଇଡି ବିଭାଗ ଏଚଓଡି ସମୀର କୁମାର ସାହୁ ଓ ସହଯୋଗୀ ଅଭିଯୁକ୍ତ ପୂର୍ବଚନ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଘୋଷ। ସୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଏଚଓଡି ଭାବେ ଦୁଇ ଜଣଙ୍କ ଅଖଣ୍ଡ କ୍ଷମଚା। କାହାକୁ ପାସ କରିବେ, କାହାକୁ ଫେଲ କରିବେ, କାହାକୁ ଦଣ୍ଡ ଦେବେ ବା କାହାକୁ ପୁରସ୍କାର ଦେବେ, ଏହା ଥିଲା ସେମାନଙ୍କ ବାମ ହାତର ଖେଳ। ତେବେ ସମୀର ସାହୁ ଏଚଓଡି ହେଲେ କିପରି? ଜଣେ ଆସିଷ୍ଟ ପ୍ରଫେସରଭାବେ ଏଚଓଡି ହେବାର ବାଙ୍କର ଯୋଗ୍ୟତା ନାହିଁ। ଏଚଓଡି ହେବାକୁ ଅତ୍ୟନ୍ତ ପକ୍ଷେ ଆସୋସିଏଟ ପ୍ରଫେସର ହେବା ଆବଶ୍ୟକ। ଯାହା ଶୁଣାଯାଏ, ମୁଖ୍ୟ ଅଭିଯୁକ୍ତ ଏଚଓଡି ସମୀର ବିଜୁ ଜନଚା ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକଙ୍କ ଶାଳକଙ୍କ ଶାଳକ। ବିଜେଡି ଶାସନ କାଳରୁ…

Read More