Author: Sarasinee Subudhi

ଆନ୍ତର୍ଜାତୀୟ ରାଜନୀତିରେ ଜବରଦସ୍ତି କୂଟନୀତି ପ୍ରୟୋଗ ଏକ ଆକର୍ଷଣୀୟ ରଣନୀତି। ଏହା ପାରମ୍ପରିକ ସାମରିକ ଶକ୍ତି ବ୍ୟବହାର ନକରି ରାଜନୈତିକ ମୂଲ୍ୟ ସହିତ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାର ସମ୍ଭାବନା ପ୍ରଦାନ କରେ। ନାଟୋର ମହାସଚିବ ଜେନେରାଲ ମାର୍କ ରୁଟ୍ ଋଷ ବାହାନାରେ ଚୀନ ବିରୁଦ୍ଧରେ ଭାରତ ଏବଂ ବ୍ରାଜିଲକୁ ଧମକ ଦେବା ପାଇଁ କରିଥିବା ପ୍ରୟାସରେ ନାଟୋ ଏବଂ ଆମେରିକାର ବିଫଳତା ମିଳିଥିବା ଦୃଶ୍ୟମାନ ହେଉଛି । ବର୍ତ୍ତମାନ ସମୟରେ ନାଟୋ ପାଇଁ ଚୀନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ, ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲ୍ ଏବଂ ଚୀନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ୟୁରୋପ ଏବଂ ଆମେରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଚୀନ ଅନ୍ୟ ଯେକୌଣସି ଦେଶ ତୁଳନାରେ ବ୍ରାଜିଲରୁ କେବଳ ଅଧିକ ଆମଦାନୀ ବା ରପ୍ତାନି କରେ ତାହା ନାହିଁ, ବରଂ ଏହା ତେଲଠାରୁ ଖଣିଜ ପଦାର୍ଥ ଏବଂ କୃଷି କାର୍ଯ୍ୟ ପର୍ଯ୍ୟନ୍ତ…

Read More