Author: Sarasinee Subudhi

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁଠି ଚାକିରି କରୁଛ କର। ହେଲେ ରାଜଧାନୀରେ ଜମି ଖଣ୍ଡେ ଥାଉ। ଏଭଳି ନୀତିରେ ଚାଲୁଛନ୍ତି ଦୁର୍ନୀତିଖୋର ସରକାରୀ ଅଫିସର। କାରଣ ସେମାନଙ୍କ ପତ୍ନୀ ରାଜଧାନୀରେ ଜମି କରିବାକୁ ବାଧ୍ୟ କରୁଛନ୍ତି। ଶେଷରେ ବାଧ୍ୟ ହୋଇ ସରକାରୀ ଅଫିସର ରାଜଧାନୀରେ ଜମି ଛନ୍ତି। ତଳ ପଦବୀ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସର ମଧ୍ୟ ରାଜଧାନୀର ଜମି ପ୍ରଥମ ପ୍ରସନ୍ଦ। ସେମାନେ ଦୁର୍ନୀତି କରି ଏହି ଟଙ୍କାରେ ଅନେକ ଫ୍ଲାଟ କିଣୁଛନ୍ତି। ପ୍ଲଟ କିଛିବର୍ଷ ହେଲା ଭିଜିଲାନ୍ସ ଚକର କରୁଥିବା ଅଫିସର ଏବଂ କର୍ମଚାରୀଙ୍କ ନାଁରେ ରାଜଧାନୀରେ ମାଳମାଳ ପ୍ଲଟ ରହୁଛି। ସହର ଭିତରେ ପ୍ଲଟ ମିଳୁନଥିବାରୁ ରାଜଧାନୀ ଉପକଣ୍ଠ ଚନ୍ଦକା, ଦାରୁଠେଙ୍ଗ, ଖୋର୍ଦ୍ଧା, ପିପିଲି, ବାଲିଅନ୍ତା ଏବଂ ବାଲିପାଟଣା ଆଦି ଅଞ୍ଚଳରେ ଏହି ସରକାରୀ ବାବୁମାନେ ଏକାଧିକ ପ୍ଲଟ ପକାଇ ରଖୁଛନ୍ତି। ଯଦି ଭିଜିଲାନ୍ସ ଏହି ସବୁ ପ୍ଲଟ ସମ୍ପର୍କରେ ଯାଞ୍ଚ କରିବ ଏହି…

Read More