Author: Sarasinee Subudhi

ଆଜି ସଂସଦରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ହେବାକୁ ଯାଉଛି। କଂଗ୍ରେସ ଏହି ଆଲୋଚନାରେ ଅଂଶଗ୍ରହଣ କରୁଥିବା ବକ୍ତାଙ୍କ ତାଲିକା ପ୍ରକାଶ କରିଛି। ବିଶେଷ କଥା ହେଉଛି ଏଥିରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାମ ନାହିଁ। ଏହି ଆଲୋଚନାରେ ଅଂଶଗ୍ରହଣ କରିବାକୁ ନିଜେ ଶଶି ଥରୁର ମନା କରିଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ହେଉଛି କଂଗ୍ରେସର ଷ୍ଟାର ବକ୍ତା ଥିବା ଶଶି ଥରୁର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବାକୁ କାହିଁକି ମନା କରିଥିଲେ। ଏହାର ପ୍ରକୃତ କାରଣ କେବଳ ଥରୁର ହିଁ କହିପାରିବେ, କିନ୍ତୁ ସଂସଦ ପରିସରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ସମ୍ପୂର୍ଣ୍ଣ କାହାଣୀ କହୁଥିବା ପରି ମନେ ହେଉଛି। #WATCH | Delhi | Lok Sabha to discuss Operation Sindoor today, Congress MP Shashi Tharoor says, “Maunvrat, maunvrat…” pic.twitter.com/YVOwS7jpk5 — ANI (@ANI) July 28,…

Read More