Author: Sarasinee Subudhi

ନାଗ କିମ୍ବା ଅନ୍ୟ ସାପ ନେଉଲକୁ ଦେଖେ ଭୟରେ ପଳାୟନ କରନ୍ତି, କାରଣ ସେମାନେ ନେଉଲକୁ ବହୁତ ଡରନ୍ତି। ବିଶ୍ୱର ଯେତେ ବିଷଧର ସାପ ହେଉ ନା କାହିଁକି, ନେଉଲ ସାମ୍ନାରେ ଆସିଲେ ସର୍ବଦା ନେଉଲ ହିଁ ଜିତେ। କାହିଁକି ସାପ ଓ ନେଉଳର ଲଢ଼େଇରେ ନେଉଳର ଜିତ ହୁଏ? ଏକ ବଡ଼ କଥା ହେଲା, ଯଦି ନାଗ ସାପ ଲଢ଼େଇରେ ନେଉଳକୁ କାମୁଡ଼େ, ତେବେ ତା’ର ବିଷର ପ୍ରଭାବ ପ୍ରାୟତଃ ନେଉଲ ଉପରେ ପଡ଼େ ନାହିଁ। ପ୍ରାୟ ତିନି ଫୁଟ ଲମ୍ବା ଭାରତୀୟ ଧୂସର ନେଉଳ ବିଶ୍ୱର ଅନ୍ୟ ସମସ୍ତ ନେଉଳଙ୍କ ତୁଳନାରେ ବଡ଼। ଏହାକୁ ବଡ଼ ଜଙ୍ଗଲୀ ନେଉଳ ମଧ୍ୟ କୁହାଯାଏ। ଏହାକୁ ଦେଖିବା ମାତ୍ରେ ବିଷଧର ନାଗ ସାପ ମଧ୍ୟ ଦୂରକୁ ଦୌଡ଼ି ପଳାଏ, କାରଣ ଏହା ନାଗ ସାପକୁ ମଧ୍ୟ ସହଜରେ ମାରି ଦେଇପାରେ। ଏହା କୋବ୍ରା(ନାଗସାପ) ମାରୁଥିବା ନେଉଳ ଭାବେ ପରିଚିତ। ବାରମ୍ବାର ନାଗ…

Read More