Author: Sarasinee Subudhi

ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନ ଅନେକ ନିରୀହ ଜୀବନ ନେଉଛି । ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ମା’- ଝିଅଙ୍କୁ ଏକ ଦ୍ରୁତଗାମୀ ଥର SUV ଧକ୍କା ଦେଇଥିଲା ଏବଂ ଉଭୟ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ଝିଅ ପଛେ ପଛେ ଚାଲି ଯାଇଛି ମା’ । କିଲର ଥର ଧକ୍କାରେ ମୃତ୍ୟୁ ସଂଖ୍ୟା ୨କୁ ବଢିଛି ହେଲେ, ଏଯାଏଁ ଧରାପଡନି ନରହନ୍ତା ଡ୍ରାଇଭର । କମିଶନରେଟ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେବା ଉପରେ ପ୍ରଶ୍ନ ଉଠାଯାଉଛି। ଦୁଇ ଜଣଙ୍କ ଜୀବନ ଯିବାପରେ ବି ଏଯାଏଁ କୌଣସି ଗିରଫଦାରୀ ହୋଇ ନାହିଁ। ଶନିବାର ଖଣ୍ଡଗିରି ଥାନା ଅଞ୍ଚଳର ପାତ୍ରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୋମବାର ଚିକିତ୍ସା ସମୟରେ ନାବାଳିକା ଝିଅଟିର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ରେବତୀ ରାଉଳଙ୍କ ସୋମବାରମୃତ୍ୟୁ ଘଟିଛି। ସିସିଟିଭି ଫୁଟେଜ୍ ପୋଲିସକୁ ଅପରାଧୀ ଗାଡ଼ିକୁ ଖୋଜିବା ଏବଂ…

Read More