Author: Sarasinee Subudhi

ଆପଣ ଜାଣନ୍ତି କି ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଭାରତର କେଉଁ ସିଏମଙ୍କ ପାଖରେ ସବୁଠାରୁ ଅଧିକ ସମ୍ପତ୍ତି ଅଛି, ଏହା ସମ୍ବନ୍ଧରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ ଇଲେକସନ ୱାଚ ଏହି ରିପୋର୍ଟ ଜାରି କରିଛନ୍ତି। ଏଥିରେ ଭାରତର ସମସ୍ତ ୨୭ ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିଶ୍ଲେଷଣ କରାଯାଇଛି। ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏହି ରିପୋର୍ଟ ଅନୁସାରେ, ଏହି ମୁଖ୍ୟମନ୍ତ୍ରୀଙ୍କର ହାରାହାରି ସମ୍ପତ୍ତି ୫୪.୪୨ କୋଟି ଟଙ୍କା। ତେବେ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିରେ ବହୁତ ଅନ୍ତର ରହିଛି। ରିପୋର୍ଟ ଅନୁସାରେ, ବର୍ତ୍ତମାନର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୧,୬୩୨ କୋଟି ଟଙ୍କା। ଆସନ୍ତୁ ଜାଣିବା କେଉଁମାନେ ହେଉଛନ୍ତି ଧନୀ ମୁଖ୍ୟମନ୍ତ୍ରୀ ଏବଂ କାହା ପାଖରେ ସବୁଠାରୁ କମ ସମ୍ପତ୍ତି ଅଛି। ଚନ୍ଦ୍ରବାବୁ ନାଇଡୁ ସବୁଠାରୁ ଧନୀ ସିଏମ…

Read More