Author: TRUPTIMAYEE SAHOO

ପୁଣି ଏକ ଐତିହାସିକ ନିଷ୍ପତି | ସୁପ୍ରିମକୋର୍ଟ ନେଲେ ଏକ ବିରଳ ନିଷ୍ପତ୍ତି | ଇଚ୍ଛା ମୃତ୍ୟୁ ପାଇଁ ଏକ ପ୍ରକାର ନୂଆ ଢଙ୍ଗର ନ୍ୟାୟ ଶୁଣେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | ସେ କହିଛନ୍ତି ଯେ କ୍ଲିନିକାଲ୍ ଆସିଷ୍ଟାଡ୍ ପୁଷ୍ଟିସାର ଚିକିତ୍ସା ଭାବରେ ଏହା ଯୋଗ୍ୟ | କିନ୍ତୁ ଯଦି ମେଡିକାଲ୍ ବୋର୍ଡ ସୁପାରିଶ କରନ୍ତି ତେବେ ଏହାକୁ ପ୍ରତ୍ୟାହାର କରାଯାଇପାରିବ | ପୁଣି କହିଛନ୍ତି ଯେ ମୁଖ୍ୟ ହେଉଛି ଚିକିତ୍ସା ଜାରି ରଖିବା ଆଉ ଦେଖିବା କି ଏହା ରୋଗୀଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ କାମ କରେ କି ନାହିଁ ।  ତେବେ ଘଟଣା କ୍ରମେ ୧୩ ବର୍ଷ ପୂର୍ବେ ପଡ଼ିଯିବାରୁ ତାଙ୍କୁ ଲାଗିଥିଲା ଗୁରୁତର ମସ୍ତିଷ୍କ ଆଘାତ | ଯେଉଁପାଇଁ ଏହା ଦେଶରେ କୋର୍ଟ ଦ୍ୱାରା ନିର୍ଦ୍ଦେଶିତ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରଥମ ମାମଲା । ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ବୈଧତାକୁ ସ୍ୱୀକୃତି ଦେଇଥିବା ରାୟର ଅନେକ କିଛି ଦିଗକୁ ସ୍ପଷ୍ଟ…

Read More