Author: TRUPTIMAYEE SAHOO

ହସ୍ପିଟାଲରେ ମସ୍ତିଷ୍କ ମୃତ ଘୋଷିତ ହେବାର କିଛି ସମୟ ପରେ ପୁଣି ଜିଁ ଉଠିଲେ ମହିଳା | ହସ୍ପିଟାଲରୁ ଘରକୁ ନେଇ ଯାଉଥିବା ଆମ୍ବୁଲାନ୍ସର ରାସ୍ତାଖାଲରେ ମାଡ଼ ହେବ ଫଳରେ ଘଟିଛି ଏପରି କିଛି ଘଟଣା | ହାଫିଜଗଞ୍ଜ ଅଞ୍ଚଳ ନିକଟରେ ଏକ ଚଳନ୍ତା ଆମ୍ବୁଲାନ୍ସ ଗର୍ତ୍ତରେ ପିଟି ହେବା ପରେ ରୋଗୀଙ୍କ ଭିତରେ ଦେଖାଦେଇଥିଲା ଜୀବନର ଲକ୍ଷଣ ଦେଖାଗଲା । ପରେ ଡାକ୍ତରଖାନାକୁ ପୁଣି ଫେରି ସମ୍ପୂର୍ଣ୍ଣ ରୂପେ ଭଲ ହୋଇ ୧୩ ଦିନ ପରେ ଫେରିଲେ ଘରକୁ | ଘଟଣାଟି ୟୁପିର ବରେଲି ସ୍ଥିତ ଏକ ଘରୋଇ ହସ୍ପିଟାଲ | ଯେଉଁଠାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତର “ମସ୍ତିଷ୍କ ମୃତ” ଘୋଷିତ କରିଥିଲେ | ଏହାପରେ ମହିଳାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ଘରକୁ ନେଇ ଯାଉଥିବା ରାସ୍ତାରେ ଆମ୍ବୁଲାନ୍ସ ଏକ ଗର୍ତ୍ତରେ ପିଟି ହେଇଥିଲା | ଏହାପରେ ଘଟିଥିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା , ମହିଳାଙ୍କ…

Read More