Author: TRUPTIMAYEE SAHOO

ଏଣିକି ଅନ୍ଧ ପ୍ରେମ ପାଲଟୁଛି ନାଗଫାଶ | କେବେଳ ଝିଅ ନୁହେଁ ପୁଅ ମଧ୍ୟ ସମାନ ଭାବରେ ପଡୁଛନ୍ତି ଏହି ଲଭ-ଟ୍ରାପ୍ ରେ | ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୁରତ ର | ପ୍ରେମ ବାହାନା ଦେଇ ନାବାଳକକୁ ଅପହରଣ କଲେ ମହିଳା | ସମୟ ଥାଉଥାଉ ସୁରତ ରେଳ ଷ୍ଟେସନରେ ଉଭୟଙ୍କୁ କାବୁକଲା ପୋଲିସ | ଘଟଣାଟି ମଧ୍ୟପ୍ରଦେଶର ଜଣେ ୨୧ ବର୍ଷୀୟା ମହିଳା ଓ ଗୁଜୁରାଟର ଜଣେ ୧୭ ବର୍ଷୀୟ ପୁଅର | ଉଭୟ ଇନଷ୍ଟାଗ୍ରାମ୍ ରେ ଦେଖା ହୋଇ କଥା ହେବା ପରେ ନାବାଳକଟିର ଅପହରଣ ହୋଇଥିବା ହୋଇଛି ଅଭିଯୋଗ । ସୁରତ ରେଳବାଇ ପୋଲିସ ଏହି ଦୁହିଁଙ୍କୁ ଅଟକ ରଖି ପରେ ରାଜକୋଟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଅଧିକାରୀମାନେ କହିଛନ୍ତି ଯେ ମଧ୍ୟପ୍ରଦେଶର ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଇନଷ୍ଟାଗ୍ରାମ୍ ଦ୍ୱାରା କଥା ଓ ପରେ ଦେଖା କରିଥିବା ଗୁଜୁରାଟର ଜଣେ ୧୭…

Read More