Author: TRUPTIMAYEE SAHOO

ଉତ୍ତେଜନା ମଧ୍ୟରେ ସୁରକ୍ଷିତ ବାଟ ଭାରତୀୟ ଜାହାଜ | ଭାରତୀୟ ପତାକା ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ପଥ ପ୍ରଦାନ କରିଛି ଇରାନ | ଗୁରୁବାର ଭାରତୀୟ ପତାକା ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ପରିବହନ କରିବାକୁ ଅନୁମତି ଦେଇଛି ଇରାନ | ଯଦିଓ ସାମ୍ପ୍ରଦାୟିକ ସଂଘର୍ଷ ପରେ ଗୁରୁତ୍ୱପୂର୍ଣ୍ଣ ଜଳପଥ ସବୁରେ ସାମୁଦ୍ରିକ ପରିବହନ ଯଥେଷ୍ଟ ହ୍ରାସ ପାଇଛି । କିନ୍ତୁ ଏ ନେଇ ଭାରତୀୟ ଜାହାଜ ପ୍ରତି ଦେଖିବାକୁ ମିଳିଛି ଭିର୍ଣ୍ଣାଭାବ | ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ସାମୁଦ୍ରିକ ପରିବହନ ଯଥେଷ୍ଟ ହ୍ରାସ ପାଇଥିବା ସତ୍ତ୍ୱେ ଇରାନ ଗୁରୁବାର ଭାରତୀୟ ପତାକା ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ପରିବହନ କରିବାକୁ ଅନୁମତି ଦେଇଛି। ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରୁଥିବା ସଂକୀର୍ଣ୍ଣ ଜଳପଥ ଦେଇ ଯାଉଥିବା ବିଶ୍ୱ…

Read More