Author: TRUPTIMAYEE SAHOO

ଇରାନ ସହ ଆମେରିକା-ଇସ୍ରାଏଲର ଚାଲିଥିବା ସଂଘର୍ଷ ସମାପ୍ତ କରିବା ପାଇଁ ତିନୋଟି ପ୍ରମୁଖ ସର୍ତ୍ତ ଉଲ୍ଲେଖ କରିଛି ଇରାନ | ଯାହା ତେହେରାନକୁ ଶାନ୍ତିର ଏକମାତ୍ର ପଥ ବୋଲି ସଙ୍କେତ ଦେଇଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ଯୁଦ୍ଧ କେବଳ ସେତେବେଳେ ଶେଷ ହୋଇପାରିବ ଯେତେବେଳେ ତେହେରାନରୁ କିଛି ଦାବି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ଏହାର ବିରୋଧୀମାନେ ଗ୍ରହଣ କରିବେ। ୧.ତେହେରାନ ସଂଘର୍ଷ ସମୟରେ ଅଣଦେଖା କରିଥିବା ଇରାନର ଅଧିକାରକୁ ବୈଧ ସ୍ୱୀକୃତି ଦେବାକୁ ପ୍ରଥମ ଦାବି ରଖିଛି | ୨.ଦ୍ୱିତୀୟତଃ ଯୁଦ୍ଧ ଆକ୍ରମଣ ସମୟରେ ଦେଶ ପାଇଁ ଯଥେଷ୍ଟ କ୍ଷୟକ୍ଷତି କୁ ସାମ୍ନାରେ ରଖି କ୍ଷତିପୂରଣ ଦାବି କରିଛି ଇରାନ | ୩.ତୃତୀୟ ରେ ତେହେରାନଠୁ ଦୃଢ଼ ଅନ୍ତର୍ଜାତୀୟ ଗ୍ୟାରେଣ୍ଟି ଚାହୁଁଛି ଯେ ଭବିଷ୍ୟତରେ ଆମେରିକା କିମ୍ବା ଇସ୍ରାଏଲରୁ ଯେପରି ଇରାନ ଆକ୍ରମଣର ସମ୍ମୁଖୀନ ହେବ ନାହିଁ। Talking to leaders of Russia and Pakistan,…

Read More