Author: TRUPTIMAYEE SAHOO

ମହାକୁମ୍ଭରେ ନିଜ ଆଖି ପାଇଁ ଭାଇରଲ ମୋନାଲିସାଙ୍କ ସରିଛି ବିବାହ | ନିଜ ଅନଲାଇନ୍ ବନ୍ଧୁ ଫରମାନ୍ ଖାନ୍ ଙ୍କୁ ବିବାହ କରି ଚର୍ଚ୍ଚାରେ ସେ | ସୋସିଆଲ୍ ମିଡ଼ିଆରେ ଛୁଟିଛି ପ୍ରଶ୍ନର ସୁଅ | ତେବେ ଏହି ଆନ୍ତଃଧର୍ମ ବିବାହକୁ ନେଇ ମୋନାଲିସା କହିଛନ୍ତି ,ବାପାମା ଯେଉଁ ବ୍ୟକ୍ତିଙ୍କ ସହିତ ତାଙ୍କ ବିବାହ ସ୍ଥିର କରୁଥିଲେ ସେ ସମ୍ପର୍କରେ ତାଙ୍କ ଭାଇ ହୋଇଥିବାରୁ ସେ ଏହି ବିବାହ ପାଇଁ ରାଜି ନଥିଲେ | ଏଥି ସହିତ ସେ ଏକ ଭିଡିଓ ମାଧ୍ୟମରେ ନିଜ ତାଙ୍କ କଷ୍ଟ ବିଷୟରେ କହିଥିଲେ । ତେବେ ବିବାହ ପରେ ଅନେକ ଗୁଏରେ ପ୍ରଶ୍ନର ଖୁଲାସା କରିବା ପାଇଁ ସେ ଡାକିଥିଲେ ଏକ ସାମ୍ବାଦିକ ସମ୍ମିଳନୀ । वायरल ‘कुंभ मेला गर्ल’ मोनालिसा भोसले ने अपने बॉयफ्रेंड फ़रमान के साथ केरल के तिरुवनंतपुरम के एक मंदिर में शादी…

Read More