Author: TRUPTIMAYEE SAHOO

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ନିଶ୍ଚିତ କରିଛି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ଯୋଜନା ଅନୁଯାୟୀ ହେବ । BCCI ଉପାଧ୍ୟକ୍ଷ ଏବଂ କଂଗ୍ରେସ ସାଂସଦ ରାଜୀବ ଶୁକ୍ଲା କହିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ପରେ ବାକି ମ୍ୟାଚ୍ ସୂଚୀ ଘୋଷଣା କରାଯିବ। ଏକ ସାମ୍ପ୍ରତିକ ସାକ୍ଷାତକାରରେ, ଶୁକ୍ଲା କହିଛନ୍ତି ଯେ ବୋର୍ଡ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ ସୂଚୀ ପ୍ରକାଶ ହୋଇ ସାରିଛି । BCCI କହିଛି ଯେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡ଼ିକର ନିର୍ବାଚନ ସୂଚୀ ସ୍ପଷ୍ଟ ହେବା ପରେ ମ୍ୟାଚ୍ ପାଇଁ ଫିକ୍ସଚର ଚୂଡ଼ାନ୍ତ ଆପେ ସ୍ପଷ୍ଟ ହୋଇଯିବ । BCCI ଅନୁଯାୟୀ, ୨୦୨୬IPLର ପ୍ରଥମ ପର୍ଯ୍ୟାୟ ୨୮ମାର୍ଚ୍ଚରୁ ଏପ୍ରିଲ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସମ୍ପୂର୍ଣ୍ଣ ସୂଚୀ ପରେ ପ୍ରକାଶ କରାଯିବ, କାରଣ ଟୁର୍ଣ୍ଣାମେଣ୍ଟ ଅବଧି ମଧ୍ୟରେ ତିନୋଟି ରାଜ୍ୟରେ…

Read More