Author: TRUPTIMAYEE SAHOO

କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ୨୨,୯୦୦ କୋଟି ଟଙ୍କା ରାଜସ୍ୱ ପୂରଣ | ଏହାର ବଡ ମାଧ୍ୟମ ବନିବାକୁ ଯାଉଛି ଇଣ୍ଟେର୍ନେଟ ଓ ଶିକାର ହେବାକୁ ଯାଉଛନ୍ତି ଇଣ୍ଟେର୍ନେଟ ଉପୋଭୋକ୍ତା | ଏଣିକି ଭାରତ ସରକାର ପ୍ରତି ୧ ଜିବି ଡାଟା ବ୍ୟବହାର ପାଇଁ ଉପଭୋକ୍ତାଙ୍କ ଠାରୁ ଆଦାୟ କରିବେ ୧ଟଙ୍କା | ଏହି ପ୍ରସ୍ତାବ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅତ୍ୟଧିକ ସ୍କ୍ରିନ୍ ସମୟକୁ ହ୍ରାସ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ତେବେ ଏପରି ସମ୍ଭାବନା ଅସମ୍ଭବ ନୁହେଁ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ପ୍ରସ୍ତାବଟି ଏପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଟେଲିକମ୍ୟୁନିକେସନ୍ ବିଭାଗ (DoT) ଦ୍ୱାରା ଏହାକୁ ଅଧ୍ୟୟନ କରାଯାଉଛି। ଟେଲିକମ୍ କ୍ଷେତ୍ରର ଏକ ସମୀକ୍ଷା ବୈଠକ ସମୟରେ ଏହି ଧାରଣା ପ୍ରକାଶ ପାଇଥିଲା । ବୈଠକ ସମୟରେ, ଅଧିକାରୀମାନଙ୍କୁ ଡାଟା ବ୍ୟବହାର…

Read More