Author: TRUPTIMAYEE SAHOO

ସଠିକ୍ ଉପାଦାନ ଏବଂ ରୋଷେଇ ପଦ୍ଧତି ସହିତ ଅନେକ ପାରମ୍ପରିକ ଖାଦ୍ୟ ଯକୃତ ସ୍ୱାସ୍ଥ୍ୟକୁ ଘରୋଇ ଉପାୟରେ ସୁଧାରିବା ପାଇଁ ସାହାଯ୍ୟ କରିପାରେ | ତେଣୁ ଉଚ୍ଚ ୟୁରିକ ଏସିଡ୍ ସ୍ତର ଏବଂ ଫ୍ୟାଟି ଲିଭର ରୋଗର ଉପଚାର ପାଇଁ ଔଷଧ ସହ କିଛିଟା ପରିଚିତ ଭାରତୀୟ ଖାଦ୍ୟକୁ ଜୀବନ ଚର୍ଯ୍ୟାରେ ଯୋଡିବା ବୁଦ୍ଧିମାନିର ବିଷୟ | ତେବେ ଏହା ମଧ୍ୟରେ ସାମ୍ନାକୁ ଆସେ ଏପରି ପାଞ୍ଚଟି ଭାରତୀୟ ଖାଦ୍ୟ ଯାହା ସୁସ୍ୱାଦୁ ହେବ ସହ ସ୍ୱାସ୍ଥ୍ୟକର ମଧ୍ୟ | ମୁଗ ଡ଼ାଲି ଖେଚେଡ଼ି , ଇଟିଲି , ଉପମା, ଲାଉ ଏବଂ ଦହି ଭାତ ପରି ଭାରତୀୟ ଆରାମଦାୟକ ଖାଦ୍ୟ ଫ୍ୟାଟି ଲିଭରକୁ କମେଇବାରେ ଓ ୟୁରିକ ଏସିଡ୍ ର ନିୟନ୍ତ୍ରଣ କରି ଏକ ଘରୋଇ ଚିକିତ୍ସା ପରି ସାହାଯ୍ୟ କରେ। ସଠିକ୍ ଖାଦ୍ୟ ଖାଇବା କାହିଁକି ଗୁରୁତ୍ୱପୂର୍ଣ୍ଣ  ଉଚ୍ଚ ୟୁରିକ ଏସିଡ୍ ଗଣ୍ଠି ଯନ୍ତ୍ରଣା ଏବଂ ଗଣ୍ଠିବାତକୁ ଟ୍ରିଗର…

Read More