Author: TRUPTIMAYEE SAHOO

ସୁପ୍ରିମକୋର୍ଟଙ୍କ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନାମ ଆସିଛି ‘କ୍ରିମି ଲେୟାର’ | ଦରମା ଓ ଆୟ ଅନୁଯାୟୀ ସରକାରୀ ସହାୟତା ଅନ୍ତର୍ଭୁକ୍ତ ଲୋକଙ୍କ ଅଲଗା ହେବା ଆରମ୍ଭ ହୋଇଛି ତାଲିକା | ଏଣିକି କେବଳ ପିତାମାତାଙ୍କ ଦରମା ଦ୍ୱାରା ଓବିସିର ‘କ୍ରିମି ଲେୟାର’ ନିର୍ଣ୍ଣୟ କରାଯାଇପାରିବ ନାହିଁ | ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାଇ ତାଲିକାରୁ ନାମ ବାଦ ପଡିଲେ ମିଳିବନି ନିଜ ଶ୍ରେଣୀର କୌଣସି ବିଶେଷାଧିକାର | ସୁପ୍ରିମକୋର୍ଟ ଓବିସି କ୍ରିମି ଲେୟାର : ଏହି ରାୟରେ, କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଜାରି କରାଯାଇଥିବା ୨୦୦୪ପତ୍ରର ଅନୁଚ୍ଛେଦ ୯କୁ ଅବୈଧ ଘୋଷଣା କରିଛନ୍ତି କୋର୍ଟ | ଏହି ଅନୁଚ୍ଛେଦରେ ‘କ୍ରିମି ଲେୟାର’ ସ୍ଥିତି ନିର୍ଣ୍ଣୟ କରିବା ସମୟରେ ବ୍ୟାଙ୍କ, ଘରୋଇ କ୍ଷେତ୍ର କିମ୍ବା ପିଏସୟୁରେ କର୍ମଚାରୀଙ୍କ ଦରମା ଅନ୍ତର୍ଭୁକ୍ତ କରାଯିବାକୁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏବେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମଧ୍ୟରେ ‘ନନ୍-କ୍ରିମି ଲେୟାର’…

Read More