Author: TRUPTIMAYEE SAHOO

ଓଡ଼ିଶା ପାଗରେ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ବଡ ପରିବର୍ତ୍ତନ | ବର୍ଷା, ବଜ୍ରପାତ, ପ୍ରବଳ ପବନ ଏବଂ ମଝିରେ କୁଆପଥର ମାଡ଼ ଏଭଳି ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଦେଇଛି ଆଶ୍ୱସ୍ତି | ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା, ପ୍ରବଳ ପବନ ଏବଂ ବେଳେବେଳେ ବର୍ଷା ସହିତ କୁଆପଥର ମାଡ଼ ହେଉଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଏପରି ପାଗ ପରିସ୍ଥିତି ଜାରି ରହିବାର ସମ୍ଭାବନା ଅଛି । ବୁଧବାର ପାଇଁ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ସମେତ ଜିଲ୍ଲା ପାଇଁ ଏକ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ବିଜୁଳି ଏବଂ ପବନର ବେଗ ୩୦-୪୦କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ସହିତ ଝଡ଼ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି । ପ୍ରତିକୂଳ ପାଗ ପରିସ୍ଥିତିରେ ବାସିନ୍ଦାଙ୍କୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ । ମାର୍ଚ୍ଚ…

Read More