Author: TRUPTIMAYEE SAHOO

ଆଜି ଆମେ ଯେଉଁ ଖବର ଉପରେ ଆଲୋଚନା କରିବାକୁ ଯାଉଛୁ, ତାହା କେବଳ ଗୋଟିଏ ରାଜନୈତିକ ଦଳର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ, ଓଡ଼ିଶାର ଭବିଷ୍ୟତ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଏକଚ୍ଛତ୍ର ଭାବରେ ଶାସନ କରିଥିବା ଏକ ବିରାଟ ରାଜନୈତିକ ଦଳ- ବିଜୁ ଜନତା ଦଳ ବା ବିଜେଡି, ଆଜି ପ୍ରକୃତରେ କେଉଁ ଦିଗକୁ ଗତି କରୁଛି? ଆପଣମାନେ ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନର ଫଳାଫଳ ଦେଖିଲେ। ବିଜେଡିର ୬ ଜଣ ବିଧାୟକ କ୍ରସ୍ ଭୋଟ୍ କଲେ ଏବଂ ଦଳରୁ ନିଲମ୍ବିତ ମଧ୍ୟ ହେଲେ। କିନ୍ତୁ ଏହି ଘଟଣା ପଛରେ ଲୁଚି ରହିଥିବା ଅସଲ ଖେଳ କ’ଣ? କ’ଣ ପାଇଁ ବିଜେଡି ଆଜି ନିଜର ଆଭ୍ୟନ୍ତରୀଣ ସ୍ଥିତି ହରାଉଛି? ଏହି ସମସ୍ତ ଘଟଣାକ୍ରମ ପଛରେ ରହିଛି ଏକ ବିରାଟ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଏବଂ ଏକ ଅତି…

Read More